Seo Services

English to Odia meaning. Ingraji ru odia mane

                Set-1.

Illicit- ବେଆଇନ
Flair- ଦକ୍ଷ । ସକ୍ଷମ
Conservation ସଂରକ୍ଷଣ
Salient ଗୁରୁତ୍ୱପୂର୍ଣ୍ଣ
Abysmal ଅତି ଗଭୀର/ ଅତି ଖରାପ
Decamp ଖସି ପଳାଇଯିବା
Philanthropist ସାହାଯ୍ୟ କରି ଦୟାଳୁ ବ୍ୟକ୍ତି

Exotic ଆଶ୍ଚର୍ଯ୍ୟ ଜନକ
Incapacitate ଅକ୍ଷମଣ୍ୟ କରିବା
Congregation ଏକତ୍ରିତ ହେବା
Suppress ଦବେଇଦେବା
Loosen ହାଲୁକା କରିବା
Rebellion ବିଦ୍ରୋହ
Idiosyncrasy ଅଜବ ବ୍ୟବହାର
Sanguine ସକାରାତ୍ମକ ଚିନ୍ତାଧାରା

Sobriety ଗମ୍ଭୀରତା/ ଗାମ୍ବିର୍ୟ୍ଯ

Extinct ବିଲୁପ୍ତ

Fiendish ନୃଶଂସ


Model practice set 2

Irreproachable  ତ୍ରୁଟିଶୂନ୍ୟ
Felicity  ସୁଖ ଶାନ୍ତି
Knave ମିଥ୍ୟା ବ୍ୟକ୍ତି
Frontier  ସୀମାନ୍ତ
Rout ପରାଜୟ

Forego- ପରିତ୍ୟାଗ କରିବା
Recipients-  ଗ୍ରହଣ କର୍ତା
Prodigal ବଦଖର୍ଚୀ
Impost କର  tax

Coarse- rough


English to Odia meaning. Ingraji ru odia mane English to Odia meaning. Ingraji ru odia mane Reviewed by ssccglbdk.blogspot.com on July 06, 2018 Rating: 5

No comments:

ads 728x90 B
Powered by Blogger.