Seo Services

awards and honours

ନୋବେଲ ପୁରସ୍କାର ର ଜନକ କିଏ

2. ଅଳଫ୍ରାଡ଼ ବେର୍ନହାର୍ଡ ନୋବେଲ କେଉଁ ପଦାର୍ଥ ଆବିଷ୍କାର କରିଥିଲେ
ଉ, nitroglycerin

3.  କେତେଟି କ୍ଷେତ୍ରରେ ନୋବେଲ ପୁରସ୍କାର ଦିଆ ଯାଏ

ଉ, 6 ଟି

4. 1901 ମସିହାରେ କେଉଁ କେଉଁ କ୍ଷେତ୍ରରେ ନୋବେଲ ପୁରସ୍କାର ଆରମ୍ଭ ହେଇଥିଲା
ଉ. ଶାନ୍ତି, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଔଷଧ, ଏବଂ ସାହିତ୍ୟ

5. ଅର୍ଥ ଶାସ୍ତ୍ର ଉପରେ କେବେ ନୋବେଲ ପୁରସ୍କାର ଆରମ୍ଭ ହୋଇଥିଲା
ଉ. 1968

6. କେଉଁ ସଂସ୍ଥା ସାହିତ୍ୟ ପାଇଁ ନୋବେଲ ପୁରସ୍କାର ବିତରଣ କରେ

ଉ. swedish academy of literature

7. physics and chemistry ପାଇଁ କେଉଁ ସଂସ୍ଥା ନୋବେଲ ପୁରସ୍କାର ବିତରଣ କରେ
ଉ, the Royal swediSw academy of science

7. medicine ପାଇଁ କେଉଁ ସଂସ୍ଥା ନୋବେଲ ପୁରସ୍କାର ବିତରଣ କରେ

ଉ. the nobel prize of karolinska chirugical

8. economics ପାଇଁ କେଉଁ ସଂସ୍ଥା ନୋବେଲ ପୁରସ୍କାର ବିତରଣ କରେ
the bank of swedSw

9. ଶାନ୍ତି ପାଇଁ କେଉଁ  ସଂସ୍ଥା ନୋବେଲ ପୁରସ୍କାର ବିତରଣ କରେ

the committee of the norweNorw

10. ପ୍ରତି ବର୍ଷ କେଉଁଠାରେ ନୋବେଲ ପୁରସ୍କାର ବିତରଣ କରାଯାଏ

ଉ. Stockholm

11. କେବେ  stockholm  ଠାରେ ପ୍ରତି ବର୍ଷ କେଉଁ ତାରିଖ ରେ ନୋବେଲ ପୁରସ୍କାର ବିତରଣ କରାଯାଏ

ଉ. 10th December, the aniveranniv of Nobel's death

12. ଏକା ଥରକେ ଗୋଟେ କ୍ଷେତ୍ରରେ କେତେ ଜଣକୁ ନୋବେଲ ପୁରସ୍କାର ବିତରଣ କରାଯାଇପାରିବ

3 ଜଣ

13. କେଉଁ ସମୟ ମଧ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇ ନଥିଲା

ଉ, 1940 ରୁ 1942

14. ଭାରତ ବର୍ଷର ପ୍ରଥମ ନୋବେଲ ବିଜେତା କିଏ

ଉ. ରବୀନ୍ଦ୍ର ନାଥ ଠାକୁର

15. ରବିନ୍ଦ୍ର ନାଥ ଠାକୁର କେଉଁ କାବ୍ୟ ପାଇଁ ନୋବେଲ ପୁରସ୍କାର ପାଇଥିଲେ

ଉ. ଗୀତାଞ୍ଜଳି
awards and honours awards and honours Reviewed by ssccglbdk.blogspot.com on April 24, 2019 Rating: 5

No comments:

ads 728x90 B
Powered by Blogger.