current affairs June months

Seo Services
ଚଳିତ ବର୍ଷ କେଉଁଠାରେ କ୍ଷୀର ଭବାନୀ ମେଲା ଅନୁଷ୍ଠିତ ହେଇଥିଲା

ଜାମୁ କାଶ୍ମୀର
ଉତ୍ତର ପ୍ରଦେଶ
ମଧ୍ଯ ପ୍ରଦେଶ

2. କେଉଁ ଦେଶ ଭାରତ ସହିତ ମିଶି ହରପ୍ପା ନିକଟରେ ମେରି ଟାଇମ ମିଉଜିଅମ ତିଆରି କରିବ

ଶ୍ରୀଲଙ୍କା
ଫ୍ରାନ୍ସ
ପର୍ତ୍ତୃଗଲ

3. ତୁରନ୍ତ ତିନ ତଲାକ କୁ ବେନ କରିବା ପାଇଁ ଯେଉଁ ବିଲ କେବିନେଟ ରେ ପାସ ହେଇଥିଲା ସେ ବିଲ ନାମ କଣ

ମୁସଲମାନ ସ୍ତ୍ରୀ ଲୋକ ଙ୍କ ମେରେଜ ଅଧିକାର ବିଲ


4. କେଉଁ ଧାରା ଅନୁସାରେ କେବିନେଟ ଜାମ୍ମୁ କାଶ୍ମୀର ର ରାଷ୍ଟ୍ରପତି ଶାସନ କୁ ବୃଦ୍ଧି କରିପାରିବେ

ଧାରା356(4)

5. କେଉଁଠି ହାତୀ ମାନଙ୍କର ଆଣ୍ଠୁ ଗଣ୍ଠି ବେମାର ପାଇଁ ହାଇଡ୍ରୋଥେରାପି ବ୍ୟବସ୍ଥା ଅଛି
କୋଲକାତା
ମୁମ୍ବାଇ
ମଥୁରା

6.Knight Frank’s “Active Capital” 2019 report ଅନୁସାରେ capital importing countries ଲିଷ୍ଟ ରେ ଭାରତ ର ସ୍ଥାନ କେଉଁଠି
 35th
25th
20th

7. କେଉଁ ଭାରତୀୟ ନେଭି ଜାହାଜ Operation Sankalp ପାଇଁ ନିୟୋଜିତ କରାଯାଇଥିଲା
INS Chennai

INS Sunayna

INS Chennai INS Sunayna

8. କେଉଁ ସଂସ୍ଥା ରାଜ୍ୟ ମାନଙ୍କ public health  ର ଉନ୍ନତି ଦୃଷ୍ଟି ରୁ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ କୁ ranking କରିଛନ୍ତି


ନୀତି ଆୟୋଗ

9. କେଉଁ ରାଜ୍ୟ ନୀତି ଅୟୋଗ ରିପୋର୍ଟ ଅନୁସାରେ ଭାରତ ରେ  public health ରେ ସବୁଠାରୁ ଅଧିକ ଉନ୍ନତି କରିଥିବା ରାଜ୍ୟ

ମହାରାଷ୍ଟ୍ର
କେରଳ
ଗୁଜୁରାଟ





current affairs June months current affairs June months Reviewed by ssccglbdk.blogspot.com on June 20, 2019 Rating: 5

No comments:

Powered by Blogger.