Seo Services

current affairs 18.08.2019

ଏବେ କେଉଁ ରାଜ୍ୟ ରେ ତିରୁର ସୁପାରୀ କୁ GI ଟେଗ ଦିଆ ଗଲା?

ତାମିଲନାଡୁ
ଓଡ଼ିଶା
କେରଳ

ଏବେ ପ୍ରଧାନମନ୍ତ୍ରୀ ମୋଦି କେଉଁ ଦେଶ କୁ ଦୋ ଦିବସିୟ ଗସ୍ତ କରିଛନ୍ତି

ଚୀନ
ଭୁଟାନ
ବାଂଲାଦେଶ

ଏବେ ABVIMS ର ଉଦଘାଟନ କିଏ କରିଛନ୍ତି

ଡକ୍ଟର ହର୍ଷବରଧନ ସିଂ
ନରେନ୍ଦ୍ର ମୋଦୀ
ରାମନାଥ କୋବିନ୍ଦ

ଏବେ କେଉଁ ରାଜ୍ୟ ଅଟଳ ବିହାରୀ ଆବସି ବିଦ୍ୟାଳୟ ଖୋଲି ବା ପାଇଁ ଘୋଷଣା କରିଛନ୍ତି

ମଧ୍ୟପ୍ରଦେଶ
ଉତ୍ତରପ୍ରଦେଶ
ଓଡ଼ିଶା

ଏବେ ଦାମୋଦର ଗଣେଶ ବାପଟ ଙ୍କର ନିଧନ ହେଲା । ସେ କିଏ ?

ଲେଖକ
ଗାୟକ
ସାମାଜିକ କାର୍ଯ୍ୟକର୍ତା



current affairs 18.08.2019 current affairs 18.08.2019 Reviewed by ssccglbdk.blogspot.com on August 17, 2019 Rating: 5

No comments:

ads 728x90 B
Powered by Blogger.