chandrayan 2 question answer

Seo Services
(1)ଚନ୍ଦ୍ର ଯାନ 2 କେଉଁଠି ଅବତରଣ କରିବ

ଚନ୍ଦ୍ର ମା ର ଦକ୍ଷିଣ ଧ୍ରୁବ
ଚନ୍ଦ୍ର ମା ର ଉତ୍ତର ଧ୍ରୁବ
ମଙ୍ଗଳ ଗ୍ରହ

(2) ଚନ୍ଦ୍ର ଯାନ 2 ର କେଉଁ ଇନ୍ଧନ ବ୍ୟବହାର କରାଯାଇଛି

ପେଟ୍ରୋଲ
ଡିଜେଲ
udmh

 (3) ଚନ୍ଦ୍ର ଯାନ2 କୁ କେବେ ଲଞ୍ଚ କରା ଗଲା
15 ଜୁଲାଇ
22 ଜୁଲାଇ
25ଜୁଲାଇ


(4) ଚନ୍ଦ୍ର ଯାନ2 କୁ କେଉଁ ଶକ୍ତିଶାଳୀ ରକେଟ ଦ୍ବାରା ଲଞ୍ଚ କରାଗଲା

gslv ମାର୍କ 3
gslv2
pslv g3

(5) ଚନ୍ଦ୍ର ଯାନ2 କୁ କେଉଁ ସଂସ୍ଥା ଲଞ୍ଚ କରିଛି

isro
nasa
esa

(6) isro ର ମୁଖ୍ୟାଳୟ କେଉଁଠି ଅବସ୍ଥିତ
ହାଇଦ୍ରାବାଦ
ବେଙ୍ଗାଳୁରୁ
ଭୁବନେଶ୍ୱର

(7) ଚନ୍ଦ୍ର ଯାନ2 କୁ କେଉଁ ଅନ୍ତରୀକ୍ଷା କେନ୍ଦ୍ର ରୁ ଲଞ୍ଚ କରାଗଲା

ଶ୍ରୀହରିକୋଟା(ସତୀଶ ଧାବନ ସ୍ପେସ ସେଣ୍ଟର)
ସିଲା ରମଣ

(8)ବର୍ତ୍ତମାନ isro ର ଅଧ୍ୟକ୍ଷ କିଏ ଅଛନ୍ତି

କେ ଶିବନ
ଚନ୍ଦ୍ରଶେଖର ରାଓ
କୃଷ୍ଣ ରାଓ


(9) ଚନ୍ଦ୍ର ଯାନ2 କୁ କେଉଁଠାରୁ ଲଞ୍ଚ କରାଗଲା

ଶ୍ରୀହରି କୋଟା
ବେଙ୍ଗାଳୁରୁ
ହାଇଦ୍ରାବାଦ


chandrayan 2 question answer chandrayan 2 question answer Reviewed by ssccglbdk.blogspot.com on August 21, 2019 Rating: 5

No comments:

Powered by Blogger.