Seo Services

current affairs 2019

ଏବେ କେଉଁ ରାଜ୍ୟ ମୋ ସରକାର ଯୋଜନା ଆରମ୍ଭ କରିଛନ୍ତି

ତାମିଲନାଡୁ
ଆନ୍ଧ୍ରପ୍ରଦେଶ
ଓଡ଼ିଶା

ଏବେ ନୌସୈନିକ ଅଭିଯାନ millan କିଏ ନେତୃତ୍ୱ ନେବ
ଚେନ୍ନାଇ
ବିଶାଖାପତ୍ନମ
ଭୁବନେଶ୍ୱର

ବିଶ୍ୱ ମାନବତାବାଦୀ ଦିବସ କେବେ ପାଳନ କରାଯାଏ

26 ଜାନୁଆରୀ
19 ଅଗଷ୍ଟ
23 ଅଗଷ୍ଟ

ଏବେ under 12 ଟେନିସ ଚମ୍ପିୟାନ ସିପ ରେ କେଉଁ ଦେଶ ଜିତିଲା
ଭାରତ
ଚାଇନା
ବାଂଲାଦେଶ

ଏବେ କାହାକୁ ଅର୍ଡର ଅଫ ଜୟଦ ପୁରସ୍କାର ରେ ସମ୍ମାନିତ କରାଯିବ

ନରେନ୍ଦ୍ର ମୋଦି
ଅମିତ ସାହା
ରାମନାଥ କୋବିନ୍ଦ


21 August 2019


ଏବେ କେଉଁ ତାରିଖ କୁ ବିଶ୍ୱ ସଦ୍ଭାବନା ଦିବସ ପାଳନ କରାଗଲା

18 ଅଗଷ୍ଟ
19 ଅଗଷ୍ଟ
20 ଅଗଷ୍ଟ

so2 କୁ ଅଧିକ ଉତ୍ସରଜନ କରୁଥିବା ଦେଶ କିଏ
ଆମେରିକା
ଚୀନ
ଭାରତ


ଏବେ icc ଦ୍ବାରା ଜାରି ନବୀନତମ ଟେଷ୍ଟ ବେଟ୍ସ ମେନ ରେଙ୍କିଙ୍ଗ ରେ କିଏ ଶୀର୍ଷ ସ୍ଥାନ ରେ ଅଛନ୍ତି

ଧୋନି
ବିରାଟ କୋହଲି
ରୋହିତ ଶର୍ମା


ଏବେ ନିରଞ୍ଜନ ସିଂ ତସଲିମ ଙ୍କର ନିଧନ ହେଲା
ସେ କଣ ଥିଲେ

ପତ୍ରକାର
ଲେଖକ
ଗାୟକ


ଏବେ କେଉଁ ଦେଶ ତା ସେନା ମୁଖ୍ୟ ଙ୍କ କାର୍ଯ୍ୟକାଳ 3 ବର୍ଷ ବୃଦ୍ଧି କରିଛି
ବାଂଲାଦେଶ
ଚୀନ
ପାକିସ୍ତାନ

23 August 2019

1 ଏବେ ଅନ୍ତରାଷ୍ଟ୍ରୀୟ ସ୍ମରଣ ଦିବସ କେବେ ପାଳନ କରାଗଲା

20 ଅଗଷ୍ଟ
19 ଅଗଷ୍ଟ
21 ଅଗଷ୍ଟ


2 ଏବେ କେଉଁ ଦେଶ ଅଲମ୍ପିକ ଟେଷ୍ଟ ପ୍ରତିଯୋଗିତା ଜିତିଲା
ଯାପନ
ଭାରତ
ନିଉଜିଲାଣ୍ଡ


3 ଏବେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ nistha ର ଶୁଭାରମ୍ଭ କିଏ କରିଛନ୍ତି

ନରେନ୍ଦ୍ର ମୋଦି
ଅରୁଣ ଜେଟଲି
ରମେଶ ପୋଖରିଆଲ ନିଶାଙ୍କ

4 ଏବେ ଅଫ ବ୍ଲୁ ଫ୍ରିଡ଼ମ କେଉଁଠି ଆରମ୍ଭ ହେଇଛି

ମଦ୍ରାସ
ଦିଲ୍ଲୀ
ମୁମ୍ବାଇ

5 ଏବେ ଥରେସିୟ ଥୋମାସ ର ନିଧନ ହେଲା
ସେ କିଏ ଥିଲେ

ପତ୍ରକାର
ଲେଖକ
ମହିଳା ଶିକାରୀ


current affairs 2019 current affairs 2019 Reviewed by ssccglbdk.blogspot.com on August 19, 2019 Rating: 5

No comments:

ads 728x90 B
Powered by Blogger.